TOP
紅利積點抵現金,消費購書更貼心
Kichhi Katha Kichhi Bichara

Kichhi Katha Kichhi Bichara

商品資訊

定價
:NT$ 900 元
無庫存,下單後進貨(到貨天數約30-45天)
下單可得紅利積點:27 點
商品簡介

商品簡介

ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ 'ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ' ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । 'ବୋଧିଛାୟା' ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି 'ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ', 'ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ', 'ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ' ଏବଂ 'ସମାଜ ଦର୍ଶନ ଓ ସାହିତ୍ୟ' ଏବଂ 'ପ୍ରତିଭା ପରିଚର୍ଚ୍ଚା' ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ 'ଶୁନୋ ରାଧିକା' ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ 'ଗୌରହରି ଦାସଙ୍କ ସାରସ୍ୱତ ବଳୟ', 'ପ୍ରାଚୀନ କାବ୍ୟ-ବିତାନ' 'ମଧ୍ୟଯୁଗୀୟ କାବ୍ୟ-ବିତାନ' ଏବଂ 'କଳ୍ପଲୋକର ଛାୟା', 'ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା' ରମାଦେବୀ' ପରେ 'ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା' ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର

購物須知

外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。

無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。

為了保護您的權益,「三民網路書店」提供會員七日商品鑑賞期(收到商品為起始日)。

若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。

定價:100 900
無庫存,下單後進貨
(到貨天數約30-45天)

暢銷榜

客服中心

收藏

會員專區