Manoj Kumar Panda Galpa Samagra
商品資訊
ISBN13:9781645603139
出版社:Black Eagle Books
作者:Manoj Kumar Panda
出版日:2022/09/07
裝訂:平裝
規格:21.6cm*14cm*2.5cm (高/寬/厚)
商品簡介
ଉଭୟ ଆଙ୍ଗିକ ଓ ଆମ୍]?#2879;କ କ୍ଷେତ୍ରରେ ଉତ୍ତର ଅଶୀ ଓଡ଼ିଆ ଗଳ୍ପ ବିବିଧତାର ଏକ ସନ୍ଧିକ୍ଷଣ । ଗାଳ୍ପିକ ମନୋଜ କୁମାର ପଂଡ଼ା ଏହି ସନ୍ଧିକ୍ଷଣର ଜଣେ ପ୍ରତିଶୃତିବଦ୍ଧ ଗଳ୍ପକାର । ଏ ସମୟରେ ଆଙ୍ଗିକ କ୍ଷେତ୍ରରେ ପରିକ୍ଷା-ନିରୀକ୍ଷା କରୁଥିବା ଗାଳ୍ପିକମାନଙ୍କ ମଧ୍ୟରେ ସେ ଜଣେ ନୂତନ ଟ୍ରେଣ୍ଡ୍ ସେଟର୍ । ଶୈଳୀ ହିଁ ତାଙ୍କୁ ଆଣିଦେଇଛି ଉଭୟ ପ୍ରସିଦ୍ଧି ଓ ସମ୍ମାନ । ଜାତୀୟ ତଥା ଆନ୍ତର୍ଜାତୀୟ ଗଳ୍ପ ସହ ଓଡ଼ିଆ ଗଳ୍ପକୁ ସମକକ୍ଷ କରିବାର ମନୋବୃତ୍ତି ରଖିଥିବାର ଗାଳ୍ପିକଟିଏ ଶ୍ରୀ ପଂଡା । ସ୍ୱାଧୀନ ଚିନ୍ତା ସହ ବେବାକ୍ ଉପସ୍ଥାପନା ତାଙ୍କ ବୈଶିଷ୍ଟ୍ୟ । ସେ ଦୃଷ୍ଟିରୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ସ୍ୱରୂପ ତଥା ପ୍ରସାରତାକୁ ଅବବୋଧ କରିବାକୁ ହେଲେ ତାଙ୍କ ଗଳ୍ପସମୂହ ନିତାନ୍ତ ପଠନୀୟ । ଶେଷରେ ଏତିକି କୁହାଯାଇପାରେ ତୁଳନାମ୍]?#2837; ଦୃଷ୍ଟିକୋଣରୁ ବିଚାର କଲେ ଗାଳ୍ପିକଙ୍କ ଶୈଳୀ କ୍ଷେତ୍ରୀୟ ନିମ୍ନୋକ୍ତ କେତେକ ସ୍ୱାତନ୍ତ୍ର]୍ୟ ପାଠକ ଖୋଜି ପାଇପାରିବ, ଯାହା ସମକାଳର ଅନ୍ୟାନ୍ୟ ଗାଳ୍ପିକଙ୍କଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଏ । ଯଥା-
୧- ଶବ୍ଦ ଚୟନ ଓ ରୋପଣରେ ଅଭିନବତ୍ୱ ।
୨- କବିତା ସୁଲଭ ଆଙ୍ଗିକ ଗ୍ରହଣ ।
୩- ବାକ୍ୟରେ ଲୟ ସୃଷ୍ଟି ।
୪- ବିଶେଷ୍ୟ ଓ ବିଶେଷଣ ମଧ୍ୟରେ ବୈପରୀତ୍ୟ ଭାବ ।
୫- ବାକ୍ୟଗଠନଗତ ଜଟିଳତା ।
୬- ସମ୍ମୁଖୀକରଣ ଅନ୍ତର୍ଗତ ଉପଦାନଗୁଡ଼ିକର ସଠିକ ପ୍ରୟୋଗ ।
୭- ଗଳ୍ପର ପ୍ରାରମ୍ଭ ଓ ପରିସମାପ୍ତିରେ ବିବିଧତ
主題書展
更多書展購物須知
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。

