ଏହି ନୂଆ ସମାଲୋଚନା ଗ୍ରନ୍ଥଟି, ଯାହାର ଶୀର୍ଷକ ରହିଛି "ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ"; ଯେଉଁଥିରେ ଇକୋକ୍ରିଟିସିଜମ୍]ଠାରୁ ଆରମ୍ଭ କରି ୟୁଟୋପିଆବାଦ, ଡେଷ୍ଟୋପିଆବାଦ, ଫୁକୋଙ୍କ କ୍ଷମତା ସଂରଚନା, ସୂଚନାମୂଳକ ଶବ୍ଦ, ଗ୍ରାଫିକ୍ କଥାରଚନା, ଶୈଳୀ ଓ ଶୈଳୀବୈଜ୍ଞାନିକ ଅଧ୍ୟୟନ, ଅନ୍ତର୍ବିଦ୍ୟାମୂଳକ ଅଧ୍ୟୟନ, ରୂପାନ୍ତର ତତ୍ତ୍ୱ, ଭାରତୀୟ ଅଧ୍ୟାତ୍ମବାଦୀ ଜ୍ଞାନପରମ୍ପରା ଏବଂ ଉତ୍ତରସଂରଚନାବାଦୀ ଅସ୍ଥିର ଶବ୍ଦାର୍ଥ ଓ ଅନିଶ୍ଚୟ ଅବବୋଧ ପ୍ରଭୃତି ପ୍ରବନ୍ଧ ସ୍ଥାନିତ ହୋଇଛି, ଆଗାମୀ ଦିନରେ ଏହି ଗ୍ରନ୍ଥଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ ଓ ଆଦୃତି ଲଭିବ ବୋଲି ମୋର ବିଶ୍ୱାସ।
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。