Ashtapadi
商品資訊
ISBN13:9781645603368
出版社:Black Eagle Books
作者:Sitakant Mahapatra
出版日:2022/11/15
裝訂:平裝
規格:21.6cm*14cm*0.9cm (高/寬/厚)
商品簡介
'ଅଷ୍ଟପଦୀ' ସୀତାକାଂତଂକର ଦ୍ୱିତୀୟ କବିତା-ଗ୍ରଂଥ । ପୂର୍ବରୁ 'ଦୀପ୍ତି ଓ ଦ୍ୟୁତି'ରେ ତାଂକର ଅନେକଗୁଡ଼ିଏ କ୍ଷୁଦ୍ର କବିତା ଏକତ୍ରିତ ହୋଇ ପ୍ରକାଶ ପାଇଥିଲା । 'ଅଷ୍ଟପଦୀ'ର କବିତାଗୁଡ଼ିକ ଦୀର୍ଘ ଓ କେତେକ ପରିମାଣରେ ପରୀକ୍ଷାମୂଳକ । ଆଜି ଓଡ଼ିଶାର କାବ୍ୟ-ରସିକ-ବିଦଗ୍]ଧ ପାଠକ କେତେକ ଅତି ଉତ୍କୃଷ୍ଟ ବୁଦ୍ଧି ଓ ଅନୁଭୂତି-ଦୀପ୍ତ କବିତା ପାଇଁ ତାଂକ ନିକଟରେ ଋଣୀ । 'ଦୀପ୍ତି ଓ ଦ୍ୟୁତି'ର କବିତାଗୁଡ଼ିକ ଜୀବନପ୍ରତି ଏକ ନିଦ୍ଦିଷ୍ଟ କାବ୍ୟ-ପ୍ରତିକ୍ରିୟାରୁ ଉଦ୍ଭବ ଓ ସେହି ଦୃଷ୍ଟିରୁ ସେଗୁଡ଼ିକ ପରସ୍ପର ସହିତ ସଂପର୍କିତ । 'ଅଷ୍ଟପଦୀ'ର ମୂଳରେ ସେହି ଏକା କାବ୍ୟ-ପ୍ରତିକ୍ରିୟା ଲକ୍ଷଣୀୟ, କିନ୍ତୁ ଏଠାରେ କବିତାଗୁଡ଼ିକ ଅଧିକତର ସଂଗଠିତ ଓ ପରସ୍ପର ସହିତ ଘନିଷ୍ଠ ସଂପର୍କଯୁକ୍ତ । 'ଅଷ୍ଟପଦୀ'ର ଆଠଟି କବିତାକୁ ଗୋଟିଏ ମୂଳକଥା ବା ଥିମ୍]ର ବିଭିନ୍ନ ପ୍ରକାଶ ଭାବରେ ଗ୍ରହଣ କରାଯାଇପାରେ । ବିଭିନ୍ନ ବାହ୍ୟ ସଜ୍ଜା ଓ ବିକ୍ଷିପ୍ତ ଚିଂତାର ଅଂତରାଳରୁ ଏହି ଥିମ୍]ର ଦୃଢ଼ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । 'ଅଷ୍ଟପଦୀ', 'ଦୀପ୍ତି ଓ ଦ୍ୟୁତି'ଠାରୁ ଅଧିକତର ସଚେତ ଓ ବୁଦ୍ଧିଦୀପ୍ତ, ରଚନା ଓ ବିଶେଷକରି ଥିମ୍]ର ଘନିଷ୍ଠତା ଓ ପ୍ରକାଶ-ଭଂଗୀରେ 'ଅଷ୍ଟପଦୀ'ର ଆଧୁନିକ ଚେତନା ଅଂତନିର୍ହିତ ।
主題書展
更多書展購物須知
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。

