TOP
紅利積點抵現金,消費購書更貼心
Jajabarara Jabanabandi

Jajabarara Jabanabandi

商品資訊

定價
:NT$ 750 元
無庫存,下單後進貨(到貨天數約30-45天)
下單可得紅利積點:22 點
商品簡介

商品簡介

ମୋର ଅନେକ ବନ୍ଧୁ ଓ ପରିଚିତ ମୋତେ ମୋର ଚାକିରୀ ଜୀବନର ଅଭିଜ୍ଞତା ଲେଖିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ମୁଁ ଏହା କରିବାକୁ ମୋଟେ ପ୍ରସ୍ତୁତ ନଥିଲି । ତା'ର ପ୍ରଧାନ କାରଣ ଯେ ମୁଁ ପ୍ରାୟ ଯେତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆତ୍ମଜୀବନୀ ବା ସ୍ମରଣିକା ପଢ଼ିଛି, ପ୍ରାୟ ସବୁଠାରେ 'ମୁଁ ' କଥାଟାର ସ୍ୱର ବଡ଼ ଉଚ୍ଚ । ଅନେକ କ୍ଷେତ୍ରରେ ଆଖି ଆଗର ଆଙ୍ଗୁଠି ଦୂର ପର୍ବତକୁ ଘୋଡାଇ ଦେଇଛି । ତାହାଛଡ଼ା ଏକ ଔଚିତ୍ୟର ଗୁରୁତର ପ୍ରଶ୍ନ ଅଛି । ଚାକିରୀ ଜୀବନରେ ମୁଁ କ'ଣ କରିଥିଲି, ତାହା ପ୍ରକାଶ କରିବା ଅନୈତିକ ଏବଂ ବହୁ କ୍ଷେତ୍ରରେ ବେଆଇନ । ଏଣୁ ଏଥିରୁ ବିରତ ରହି ଏଣୁ ତେଣୁ ଯଥା ପ୍ରବନ୍ଧ ଓ ରମ୍ୟ ରଚନା ଆଦି ଲେଖୁଥଲି ଏବଂ ଲେଖୁଛି ।

ତେବେ ଦିନେ ଧରିତ୍ରୀ ଅଫିସ୍]ରେ ଶ୍ରୀ ତଥାଗତ ଶତପଥୀଙ୍କ ସହ ଆଲୋଚନା ବେଳେ ଏକ ନୂତନ ଦୃଷ୍ଟିକୋଣ ମିଳିଲା । ମନୁଷ୍ୟର ପ୍ରକୃତ ଜୀବନ ତ ଏଇ କୋଡ଼ିଏରୁ ଷାଠିଏ ମଧ୍ୟରେ । ସେଥିରୁ ପ୍ରାୟ ଅଧିକାଂଶ ସମୟ ଚାକିରୀ ଜୀବନ । ସେଠି କେତେ ଲୋକଙ୍କୁ ଦେଖିଲି । କେତେ ଅଜଣାଙ୍କୁ ଜାଣିଲି । ତାଙ୍କ ଭିତରୁ କେତେ ଜନ୍ମଗତ ଅଦ୍ୱିତୀୟ, କେତେ ଅବସ୍ଥାଚକ୍ରରେ ପଡ଼ି ସ୍ମରଣୀୟ । କେତେ ପୁଣି ନିଜର ବ୍ୟକ୍ତିତ୍ୱ ବଳରେ ଅସାଧାରଣ ଓ ସ୍ମରଣୀୟ । ଏମାନଙ୍କ ବ୍ୟକ୍ତିତ୍ୱ ଲୋକଲୋଚନକୁ ଆଣିବା ଯୋଗ୍ୟ । ଏହି ଧାରଣାରୁ ଯାଯାବର ସିରିଜ୍]ର ଜନ୍ମ । ଏହା ୧୯୯୩ ଆରମ୍ଭରୁ ଧରିତ୍ରୀରେ ଧାରାବାହିକ ରୂପେ ପ୍ରକାଶ ପାଉଥିଲା । ଅବଶ୍ୟ ଏହି ଚ

購物須知

外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。

無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。

為了保護您的權益,「三民網路書店」提供會員七日商品鑑賞期(收到商品為起始日)。

若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。

定價:100 750
無庫存,下單後進貨
(到貨天數約30-45天)

暢銷榜

客服中心

收藏

會員專區