5:2 And he opened his mouth, and taught them, saying,
ଯୀଶୁ ମୁହଁ ଖୋଲି ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ। ସେ କହିଲେ,
5:3 Blessed are the poor in spirit: for theirs is the kingdom of heaven.
ଆତ୍ମାରେ ଦରିଦ୍ର ଲୋକମାନେ ଧନ୍ୟ; କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
5:4 Blessed are they that mourn: for they shall be comforted.
ଯେଉଁମାନେ ଦୁଃଖିତ ସେମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
5:5 Blessed are the meek: for they shall inherit the earth.
ନମ୍ର ଓ ନମ୍ର ଲୋକମାନେ ଧନ୍ୟ; କାରଣ ଏ ପୃଥିବୀ ସେହିମାନଙ୍କର ହେବ।
5:6 Blessed are they which do hunger and thirst after righteousness: for they shall be filled.
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ, କାରଣ ସେମାନେ ସଂମ୍ପୂର୍ଣ୍ଣ ତୃପ୍ତ ହେବେ।
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。